Class Two Girl Locked Overnight in a Government School in Keonjhar

ସ୍କୁଲରେ ତାଲା ପକେଇ ଦେଇ ସମସ୍ତେ ପଳେଇଲେ। ରାତି ସାରା ୨ୟ ଶ୍ରେଣୀର କୁନି ଝିଅଟି ଏକା କାଟିଲା। କେହି ବୋଲେ କେହି ନାହାନ୍ତି, କିଟିକିଟି ଅନ୍ଧାର ଶ୍ରେଣୀ ଗୃହ ଭିତରେ ଝିଅଟି ଏକା ରହିବା ସହ ବାହାରକୁ ବାହାରିବା ପାଇଁ ଆପ୍ରାଣ ଉଦ୍ୟମ କରିଛି।

22 August 2025 04:30 PM IST

ସ୍କୁଲରେ ତାଲା ପକେଇ ଦେଇ ସମସ୍ତେ ପଳେଇଲେ। ରାତି ସାରା ୨ୟ ଶ୍ରେଣୀର କୁନି ଝିଅଟି ଏକା କାଟିଲା। କେହି ବୋଲେ କେହି ନାହାନ୍ତି, କିଟିକିଟି ଅନ୍ଧାର ଶ୍ରେଣୀ ଗୃହ ଭିତରେ ଝିଅଟି ଏକା ରହିବା ସହ ବାହାରକୁ ବାହାରିବା ପାଇଁ ଆପ୍ରାଣ ଉଦ୍ୟମ କରିଛି।

Disclaimer: This content has been automatically aggregated from televison for informational purposes. To read the original article, please visit televison.