Cabinet Reshuffle : କେବେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ?
Cabinet Reshuffle : କେବେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ?
Cabinet Reshuffle : କେବେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ?
ଭୁବନେଶ୍ବର : ଉପରାଷ୍ଟ୍ରପତି ନିର୍ବାଚନ ସରିଲା, ଏବେ ସମସ୍ତଙ୍କ ଫୋକସରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ତଥା ବୋର୍ଡରେ ଅଧ୍ୟକ୍ଷ ପଦ ନିଯୁକ୍ତି। ଯଦିଓ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ହେଲେ ଏନେଇ କିନ୍ତୁ କିଛି ବି ସୁରାକ ଆସୁ ନାହିଁ। ଯାହାକୁ ନେଇ ବିଜେପି ନେତା ଓ କର୍ମୀଙ୍କ ମନ ଉଚ୍ଛନ୍ନ। ସେପଟେ ଦିଲ୍ଲୀରୁ ଫେରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ ମତ ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଗଣମାଧ୍ୟମକୁ କହିଛନ୍ତି, ଠିକ୍ ସମୟରେ ନିଆଯିବ ଠିକ୍ ନିଷ୍ପତ୍ତି ।
ଦିଲ୍ଲୀରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ନେଇ କୌଣସି ଆଲୋଚନା ହୋଇନାହିଁ। ଏନେଇ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ପ୍ରତିକ୍ରିୟାରେ ମନମୋହନ କହିଛନ୍ତି ଏହା ବିଜେଡିର ଦଳୀୟ ନିଷ୍ପତ୍ତି। ବିଜେପି ନିଜ ରାସ୍ତାରେ ଅଛି । ...
Disclaimer: This content has been automatically aggregated from television for informational purposes. To read the original article, please visit television.
Home
