BJD Fort in Jajpur: `ଯାଜପୁରରେ ଭୁଶୁଡିବ ବିଜେଡି ଗଡ, ଧର୍ମଶାଳା ଛାଡ଼ି ପଳାଇବେ ପ୍ରଣବ ବଳବନ୍ତରାୟ'
ଯାଜପୁରରେ ଭୁଶୁଡିବ ବିଜେଡି ଗଡ। ମନମୋହନଙ୍କ ନେତୃତ୍ୱରେ ହେବ ମହାମିଶ୍ରଣ ପର୍ବ। ଏଥିସହ ଧର୍ମଶାଳା ଛାଡ଼ି ପଳାଇବେ ପ୍ରଣବ ବଳବନ୍ତରାୟ। ବିଜେପି ରାଜ୍ୟ ସଭାପତିଙ୍କ ଯାଜପୁର ଗସ୍ତ ସମ୍ପର୍କରେ ସୂଚନା ଦେଇ ଏମିତି କହିଛନ୍ତି ଧର୍ମଶାଳା ବିଧାୟକ ହି
ଯାଜପୁରରେ ଭୁଶୁଡିବ ବିଜେଡି ଗଡ। ମନମୋହନଙ୍କ ନେତୃତ୍ୱରେ ହେବ ମହାମିଶ୍ରଣ ପର୍ବ। ଏଥିସହ ଧର୍ମଶାଳା ଛାଡ଼ି ପଳାଇବେ ପ୍ରଣବ ବଳବନ୍ତରାୟ। ବିଜେପି ରାଜ୍ୟ ସଭାପତିଙ୍କ ଯାଜପୁର ଗସ୍ତ ସମ୍ପର୍କରେ ସୂଚନା ଦେଇ ଏମିତି କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ।
ଆସନ୍ତା 10 ତାରିଖରେ ଯାଜପୁରରେ ଭୁଶୁଡିବ ବିଜେଡି ଗଡ। ମନମୋହନଙ୍କ ନେତୃତ୍ୱରେ ହେବ ମହାମିଶ୍ରଣ ପର୍ବ। ଏଥିସହ ଧର୍ମଶାଳା ଛାଡ଼ି ପଳାଇବେ ପ୍ରଣବ ବଳବନ୍ତରାୟ। ବିଜେପି ରାଜ୍ୟ ସଭାପତିଙ୍କ ଯାଜପୁର ଗସ୍ତ ସମ୍ପର୍କରେ ସୂଚନା ଦେଇ ଏମିତି କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ।
10 ତାରିଖ ଦିନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା। ଧର୍ମଶାଳା ମହୋତ୍ସବ ପଡିଆରେ ମନମୋହନ ନେତୃତ୍ୱରେ ହେବ ମହାମିଶ୍ରଣ ପର୍ବ। ଜିଲ୍ଲା ବିଜେଡିର ଅନେକ ଆଗ ଧାଡିର ନେତା, ପଞ୍ଚାୟତ ପ୍ରତିନିଧି, ନିର୍ବାଚିତ ପ୍ରତିନିଧି ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି। ହିମାଂଶୁଙ୍କ ଏଭଳି ମତାମତକୁ ନେଇ ପ୍ରଣବ ବଳବନ୍ତରାୟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
