Big Meeting Held to Kick Off Preparations for Printing New Textbooks: ନୂଆ ବହି ଛପା ପାଇଁ ପ୍ରସ୍ତୁତି ଆରମ୍ଭ, ବସିଲା ବଡ଼ ବୈଠକ
ନୂଆ ବହି ଛପା ପାଇଁ ପ୍ରସ୍ତୁତି ଆରମ୍ଭ ହେଲା । ବସିଲା ବଡ଼ ବୈଠକ । SCERT କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଏବଂ ଓସେପା ନିର୍ଦ୍ଦେଶକଙ୍କ ବୈଠକ ଅନୁଷ୍ଠିତ ହୋଇଛି । ...
ତ୍ରୁଟି ଥିବା ବହିକୁ ନେଇ ତର୍ଜମା କରାଯାଇଛି । ବିଭିନ୍ନ ପୁସ୍ତକ ମଗାଇ ଆଲୋଚନା କରାଯାଇଛି । ...
ନୂଆ ବହି କେତେ ଶୀଘ୍ର ଛପାଯିବ ଓ କୋର୍ସ କଣ ରହିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଏନେଇ SCERT ପକ୍ଷରୁ ମନ୍ତ୍ରୀ ଓ ସଚିବଙ୍କୁ ଦିଆଯାଇଛି ପ୍ରେଜେଣ୍ଟେସନ ।
SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦ୍ଦେଶକ
ତ୍ରୁଟି ଥିବା ବହିକୁ ନେଇ ତର୍ଜମା, ବିଭିନ୍ନ ପୁସ୍ତକ ମଗାଇ ଆଲୋଚନା
ନୂଆ ବହି କେତେ ଶୀଘ୍ର ଛପାଯିବ ଓ କୋର୍ସ କଣ ରହିବ ସେନେଇ ଆଲୋଚନା
ଏନେଇ SCERT ପକ୍ଷରୁ ମନ୍ତ୍ରୀ, ସଚିବଙ୍କୁ ଦିଆଯାଇଛି ପ୍ରେଜେଣ୍ଟେସନ