Balangir Wonder Kid, 4, Recites 35 Dinosaur Names in a Minute

#କୁନି_ପୁଅର_କମାଲ ବୟସ ମାତ୍ର ଚାରି ବର୍ଷ । ଗୋଟିଏ ମିନିଟରେ କହୁଛନ୍ତି ୩୫ ପ୍ରକାର ଡାଇନୋସରଙ୍କ ନାଁ । ଯାହାକୁ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ବଲାଙ୍ଗିର ବ୍ରାହ୍ମଣପଡ଼ାର ଅରିନ୍ଦମ ପରିଚ୍ଛାଙ୍କ ପୁଅ ଅବିର ପରିଚ୍ଛା ।

04 September 2025 09:40 PM IST

#କୁନି_ପୁଅର_କମାଲ ବୟସ ମାତ୍ର ଚାରି ବର୍ଷ । ଗୋଟିଏ ମିନିଟରେ କହୁଛନ୍ତି ୩୫ ପ୍ରକାର ଡାଇନୋସରଙ୍କ ନାଁ । ଯାହାକୁ ନେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ବଲାଙ୍ଗିର ବ୍ରାହ୍ମଣପଡ଼ାର ଅରିନ୍ଦମ ପରିଚ୍ଛାଙ୍କ ପୁଅ ଅବିର ପରିଚ୍ଛା ।

Disclaimer: This content has been automatically aggregated from televison for informational purposes. To read the original article, please visit televison.