Baba Ramdev: ଗରିବ ପରିବାରରୁ ଗ୍ଲୋବାଲ୍ ଗୁରୁ

Jul 21, 2026 - 06:10
Baba Ramdev: ଗରିବ ପରିବାରରୁ ଗ୍ଲୋବାଲ୍ ଗୁରୁ

"କେବଳ ଭାରତ ନୁହେଁ ବିଶ୍ୱର ପ୍ରାୟ ୧୯୧ଟି ଦେଶରେ ଯୋଗକୁ ନେଇ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।

ସବୁଠି ଯୋଗ ଶିବିର ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଛି।

ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିୟମିତ ଯୋଗାଭ୍ୟାସ କରିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।

ତେବେ ଯୋଗ ଆଜିକାଲିର ସଭ୍ୟତା ନୁହେଁ ଏହା ଭାରତର ଏକ ପ୍ରାଚୀନ ପରମ୍ପରା।

ଭାରତରେ ପ୍ରାୟ ୬ ହଜାର ବର୍ଷ ପୂର୍ବରୁ ଏହାର ବିକାଶ ହୋଇଥିବା କଥା କୁହାଯାଏ।

ଆଜି ସାରା ବିଶ୍ୱରେ ଯୋଗର ଲୋକପ୍ରିୟତା ପଛରେ ଅନେକ ଯୋଗାଚାର୍ଯ୍ୟଙ୍କ ଅବଦାନ ରହିଛି।

ସେମାନଙ୍କ ମଧ୍ୟରୁ ଯୋଗଗୁରୁ ବାବା ରାମଦେବଙ୍କ ନାମ ବିଶେଷ ଭାବେ ଉଲ୍ଲେଖନୀୟ।Advertisment ଯୋଗ ଓ ପ୍ରାଣାୟାମକୁ ସାଧାରଣ ଲୋକଙ୍କ ପାଖରେ ସହଜ ଭାବେ ପହଞ୍ଚାଇ ସେ କୋଟି କୋଟି ଲୋକଙ୍କୁ ସୁସ୍ଥ କରିଛନ୍ତି।

ଏହି କାରଣରୁ ବାବା ରାମଦେବ ଆଜି କେବଳ ଜଣେ ସନ୍ନ୍ୟାସୀ ନୁହେଁ ବରଂ ଭାରତୀୟ ଯୋଗ ପରମ୍ପରାର ଜଣେ ପ୍ରମୁଖ ପ୍ରଚାରକ ଭାବେ ପରିଚିତ।

ଭାରତରେ ଘରେ ଘରେ ଯୋଗକୁ ପହଞ୍ଚାଇଥିବା ଏହି ଯୋଗଗୁରୁଙ୍କ ଜୀବନ କାହାଣୀ ଅନେକଙ୍କ ପାଇଁ ପ୍ରେରଣାଦାୟକ।

ଆସନ୍ତୁ ବିଶେଷ ଦିବସରେ ତାଙ୍କ ବିଷୟରେ ଜାଣିବା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।