Authorities Start Anti-Encroachment Operation: ପଟିଆ-କିଟ୍ ରାସ୍ତାରେ ବେଆଇନ ଜବରଦଖଲ ଉଚ୍ଛେଦ ଆରମ୍ଭ, ଭଙ୍ଗାଯିବ ୧୦ରୁ ଅଧିକ ଦୋକାନ ଘର
ଭୁବନେଶ୍ୱର ପଟିଆରୁ କିଟ୍ ରାସ୍ତା ପାର୍ଶ୍ଵରେ ଥିବା ବେଆଇନ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଜମିରେ ଜବରଦଖଲ କରି ଗଢ଼ି ଉଠିଥିବା ଦୋକନ ଓ ଘର ଉଛେଦ ଆରମ୍ଭ କଲା ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମ୍ୟାନେଜିଂ କମିଟି। ଦୀର୍ଘଦିନ ହେବ ବେଆଇନ ଦୋକାନ ଘର ନିର୍ମାଣ ହୋଇଥିଲା। ତାହା ଉପରେ ଚାଲିଲା ବୁଲଡୋଜର।
CEMCର ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀ ତଥା BDA, BMC,GAଙ୍କ ଉପସ୍ଥିତି ଓ ମିଳିତ ଉଦ୍ୟମରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ୧୦ରୁ ଉର୍ଦ୍ଧ୍ବ ବେଆଇନ ଦୋକାନ ଘର ଭଙ୍ଗାଯିବ। ପଟିଆ ଅଞ୍ଚଳର ପ୍ଲଟ୍ ନଂ ୪୩୬ ଏବଂ ୪୩୪ରେ ଉଚ୍ଛେଦ ଜାରି ରହିଛି।....
ପଟିଆ-କିଟ୍ ରାସ୍ତାରେ ଥିବା ବେଆଇନ ଜବରଦଖଲ ଉଚ୍ଛେଦ ଆରମ୍ଭ
ସେଣ୍ଟ୍ରାଲ ଏନଫୋର୍ସମେଣ୍ଟ ମ୍ୟାନେଜିଙ୍ଗ କମିଟି ଦ୍ୱାରା ଉଚ୍ଛେଦ
୧୦ରୁ ଅଧିକ ବେଆଇନ ଦୋକାନ ଘର ଭାଙ୍ଗିବ ବିଡିଏ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।