Athletes Problem: ହଜିଗଲା ଭାରତୀୟ ଜୁଡ଼ୋକାଙ୍କ ଲଗେଜ୍‌

Jul 30, 2026 - 15:21
Athletes Problem: ହଜିଗଲା ଭାରତୀୟ ଜୁଡ଼ୋକାଙ୍କ ଲଗେଜ୍‌

"ଗ୍ଲାସ୍‌ଗୋ: ଭାରତୀୟ ଜୁଡ଼ୋକାମା‌ନେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ଗ୍ଲାସ୍‌ଗୋରେ ଓହ୍ଲାଇବା ବେଳେ ସେମାନଙ୍କ ଲଗେଜ ହଜିଯାଇଥିବା ଜାଣିବାକୁ ପାଇଥିଲେ।

କିଛି ଦିନ ତଳେ ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଏହି ସମାନ ଅସୁବିଧାରେ ପଡ଼ିଥିଲେ।Advertisment Rahane Retirement: ପୂର୍ବତନ ଭାରତୀୟ ଅଧିନାୟକ ରାହାଣେଙ୍କ ଅବସର ଅଭ୍ୟାସରେ ବାଧା ଉପୁଜୁଛି ୩୧ ତାରିଖରେ ଜୁଡ଼ୋ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିଲା ବେଳେ ଭାରତର ୧୬ ଜଣିଆ ଦଳ ସେଠାରେ ପହଞ୍ଚିଥିଲା।

ପହଞ୍ଚିବା କିଛି ଖେଳାଳିଙ୍କ ବ୍ୟାଗ୍‌ ମିଳି ନଥିଲା।

ଲଗେଜ୍‌ ହଜିବା ପରେ ଜୁଡ଼ୋକାମାନଙ୍କ ଅଭ୍ୟାସରେ ବାଧା ଉପୁଜୁଛି।

ଏହା ଜାଣିବା ପରେ ଭାରତୀୟ ଅଲିମ୍ପିକ୍‌ ସଂଘ ସଙ୍ଗେ ସଙ୍ଗେ ଖୋଜାଖୋଜି ଆରମ୍ଭ କରିଛି।

ଶୀଘ୍ର ମିଳିଯିବ ବୋଲି ଖେଳାଳିମାନଙ୍କୁ ଆଶ୍ବସନା ମଧ୍ୟ ଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।