Athagarh NAC Hit by Floodwaters: ସାପୁଆ ନଦୀରେ ବନ୍ୟା ଜଳ ପ୍ରଭାବିତ, ଆଠଗଡ NACରେ ପଶିଲା ପାଣି

Jul 17, 2026 - 11:20
Athagarh NAC Hit by Floodwaters: ସାପୁଆ ନଦୀରେ ବନ୍ୟା ଜଳ ପ୍ରଭାବିତ, ଆଠଗଡ NACରେ ପଶିଲା ପାଣି

ଆଠଗଡ଼ରେ ସାପୁଆ ନଦୀର କରାଳ ବନ୍ୟା ଜଳ ପ୍ରଭାବିତ। ପୁରୁଣା କଟକ-ସମ୍ବଲପୁର ରାସ୍ତା ଉପରେ ବନ୍ୟା ଜଳ ପ୍ରଭାବିତ ହେବା ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ଆଠଗଡ ଦେଇ ଯାଇଥିବା ଏହି ରାସ୍ତାର ନଡୁଆ ପଡା ଠାରେ ବ୍ରିଜ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି। ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ଲାଗି ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ ରହିଛି।

ଆଠଗଡ଼ର ବିଭିନ୍ନ ଗାଁ ଗଣ୍ଡାରେ ପାଣି ପଶିଛି। ସାପୁଆ ନଈ ପାଖରେ ଥିବା  ଗୁଡ଼ୁପଡ଼ା ଗାଁ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି। ଆଠଗଡ NACର ୨ନମ୍ବର, ୨ନମ୍ବର ୱାର୍ଡର ତଳସାହି, ଗଦାସାହିର କିଛି ଘରେ ବନ୍ୟାଜଳ ପଶିଛି। ପାଣି ବଢ଼ିବାରେ ଅଶଙ୍କା ଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।...

ଆଠଗଡ଼ରେ ସାପୁଆ ନଦୀରେ ବନ୍ୟା ଜଳ ପ୍ରଭାବିତ
ପୁରୁଣା କଟକ-ସମ୍ବଲପୁର ରାସ୍ତା ଉପରେ ବନ୍ୟା ଜଳ
ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ଲାଗି ଯାତାୟାତ ବନ୍ଦ
ଆଠଗଡ଼ର ବିଭିନ୍ନ ଗାଁ ଗଣ୍ଡାରେ ପଶିଲା ବନ୍ୟା ପାଣି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।