Accident: ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କର ମୃତ୍ୟୁ
"ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଦଦାରଘାଟି ଅଞ୍ଚଳ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ମୋହନ ପସି ଛକ ନିକଟରେ ଆଜି ସକାଳ ପ୍ରାୟ ୮ଟା ବେଳେ ଅଜଣା ଗାଡ଼ିଧକ୍କାରେ ଜଣେ ଚାଷୀଙ୍କର ମୃତ୍ୟୁହୋଇଛି lAdvertisment ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି ସୂଚନା ଅନୁଯାୟୀ, କୁଲେଇ ଗାଁର ଶ୍ରୀକାନ୍ତ ଜେନା (୬୦) ନିଜ ମୋଟର ସାଇକେଲ ଯୋଗେ ମୋହନ ପସି ଗାଁକୁ ଚାଷ ପାଇଁ ଶ୍ରମିକ ବୁଝିବାକୁ ଯାଉଥିଲେ l ଏହି ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି l Suspension Order: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଆଇଏଫ୍ଏସ୍ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।