05 JULY 2026

Welcome!

Unlock your personalized experience.
Sign Up

Aamir Khan-Gauri Spratt: ୨୫ ବର୍ଷର ବନ୍ଧୁତା...କିପରି ଆମୀରଙ୍କ ଜୀବନକୁ ଆସିଲେ ଗୌରୀ ? ହେବେ ତୃତୀୟ ପତ୍ନୀ

Jul 05, 2026 - 10:56
Aamir Khan-Gauri Spratt: ୨୫ ବର୍ଷର ବନ୍ଧୁତା...କିପରି ଆମୀରଙ୍କ ଜୀବନକୁ ଆସିଲେ ଗୌରୀ ? ହେବେ ତୃତୀୟ ପତ୍ନୀ

ମୁମ୍ବାଇ,୦୫/୦୭; ୬୧ ବର୍ଷରେ ତୃତୀୟ ବିବାହ କରବାକୁ ଯାଉଛନ୍ତି ମିଷ୍ଟର ପରଫେକ୍ଟେନିଷ୍ଟ । ବଲିଉଡ ଅଭିନେତା ଆମୀର ଖାନ ଆଜି ତୃତୀୟ ଥର ବିବାହ କରିବାରୁ ଯାଉଛନ୍ତି । ଏ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ରେଜେଷ୍ଟ୍ରୀ ମ୍ୟାରେଜରେ ଗୌରୀଙ୍କୁ ତୃତୀୟ ଥର ପାଇଁ ବିବାହ କରିବେ । ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ ସେମାନଙ୍କ ପିଲାମାନେ ଯୋଗ ଦେବେ । ବିବାହକୁ ଆମୀରଙ୍କ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଗୌରୀ ଏବଂ ଆମୀରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା । ଆମୀରଙ୍କ ଜୀବନରେ କେମିତି ଏଣ୍ଟ୍ରୀ କଲେ ଗୌରୀ ?

ଏହା ବି ପଢନ୍ତୁ...Aamir Khan Marriage: ଆଜି ୬୧ ବର୍ଷୀୟ ଆମୀରଙ୍କ ତୃତୀୟ ବିବାହ, ଗୋଟିଏ ପୁଅର ମାଆ ଗୌରୀଙ୍କ ଧରିବେ ହାତ