Aadhaar Card: WhatsAppରେ ସହଜରେ ଆଧାର କାର୍ଡ ଡାଉନଲୋଡ୍; ଜାଣନ୍ତୁ କେମିତି?
ଆଧାର କାର୍ଡ ଡାଉନଲୋଡ୍ କରିବାକୁ ଆଉ କୁଆଡେ ଯିବାକୁ ପଡିବନି। ଆପଣ ଘରେ ବସି ଏହା କରିପାରିବେ। ଏହି ଡକ୍ୟୁମେଣ୍ଟକୁ ଆପଣ WhatsAppରୁ ଖୁବ୍ ସହଜରେ ଡାଉନଲୋଡ୍ କରିପାରିବେ।
ଆଧାର କାର୍ଡ ଡାଉନଲୋଡ୍ କରିବାକୁ ଆଉ କୁଆଡେ ଯିବାକୁ ପଡିବନି। ଆପଣ ଘରେ ବସି ଏହା କରିପାରିବେ। ଏହି ଡକ୍ୟୁମେଣ୍ଟକୁ ଆପଣ WhatsAppରୁ ଖୁବ୍ ସହଜରେ ଡାଉନଲୋଡ୍ କରିପାରିବେ।
ଏଥୁରୁ ଡିଜିଲକର ସର୍ଭିସ୍ ସେଲେକ୍ଟ୍ କରନ୍ତୁ। ଏହାପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଲେଖନ୍ତୁ। ଏବେ, ଆପଣଙ୍କ ଫୋନକୁ ଏକ OTP ଆସିବ। ଏହାକୁ ଏହି ଚାଟ୍ରେ ଟାଇପ୍ କରନ୍ତୁ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home