72nd National Film Awards: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ମାମୁଟ୍ଟି ଓ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା

Jul 18, 2026 - 20:54
72nd National Film Awards: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ମାମୁଟ୍ଟି ଓ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା

ଘୋଷଣା ହେଲା ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ମାମୁଟ୍ଟି ଓ କାର୍ତ୍ତିକ ଆର୍ୟନଙ୍କ ନାଁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି। ଫିଲ୍ମ 'ବ୍ରହ୍ମୟୁଗମ୍' ପାଇଁ ମାମୁଟ୍ଟି ଏବଂ 'ଚନ୍ଦୁ ଚାମ୍ପିଅନ' ପାଇଁ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ।

ଆର୍ଟିକିଲ୍-୩୭୦ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଘୋଷିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ୟାମି ଗୌତମ ହୋଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ। ଫିଲ୍ମ 'କଲକି 2898 AD' ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଫିଲ୍ମ ଏବଂ ରାଜ କୁମାର ରାଓଙ୍କ ଅଭିନୀତ ଫିଲ୍ମ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଭାବେ ଘୋଷଣା ହୋଇଛି। ..

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରିଛି ଓଡ଼ିଆ ଫିଲ୍ମ ଲହରୀ। ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଘୋଷଣା ହୋଇଛି। 

 'ବ୍ରହ୍ମୟୁଗମ୍' ପାଇଁ ମାମୁଟ୍ଟି, 'ଚନ୍ଦୁ ଚାମ୍ପିଅନ' ପାଇଁ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା
ଆର୍ଟିକିଲ୍-୩୭୦ ପାଇଁ ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ
ଆର୍ଟିକିଲ୍-୩୭୦ ଶ୍ରେଷ୍ଠ ଫିଚର ଫିଲ୍ମ
'କଲକି 2898 AD' ଶ୍ରେଷ୍ଠ ମନୋରଞ୍ଜନ ଭିତ୍ତିକ ଫିଲ୍ମ
ରାଜ କୁମାର ରାଓ ଅଭିନୀତ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ
ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ
ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।