₹36 Lakh Robbery Case Solved: Main Accused Arrested, ₹8.46 Lakh Recovered

Aug 02, 2026 - 20:05
₹36 Lakh Robbery Case Solved: Main Accused Arrested, ₹8.46 Lakh Recovered

କଟକ ମଙ୍ଗଳାବାଗ ବଣିଆ ସାହି ସ୍ଥିତ ଏକ ସୁନା ଦୋକାନରୁ ଦିନ ଦ୍ୱିପ୍ରହରରେ ହୋଇଥିବା ଲୁଟ୍ ମାମଲାରେ କମିଶନରେଟ୍ ପୋଲିସକୁ ମିଳିଛି ସଫଳତା। ଗତ ୩୧ ଜୁଲାଇରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହସନାନ ଅଲ୍ଲୀ ଗ୍ରାହକ ସାଜି ଦୋକାନ ଆସି ଲୁଟ କରି ଚମ୍ପଟ ମାରିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି ସୁନା ଅଳଙ୍କାର ଜବତ କରିଛି। ସେପଟେ ମଧୁପାଟଣା ଥାନା ଓଏମପି ଛକରୁ ୩୬ ଲକ୍ଷ ଟଙ୍କା ଡକାୟତି ମାମଲାରେ ସାମ୍ନାକୁ ଆସିଛି ସାଂଘାତିକ ସତ। ଲୁଟ୍ ପରେ ଉତ୍ତରପ୍ରଦେଶ ଯାଇ ଧୁମଧାମରେ ବାହା ହୋଇଥିଲା ମୁଖ୍ୟ ଅଭିଯୁକ୍ତ। ବାହାଘର ପରେ ସ୍ତ୍ରୀ ୬ ଲକ୍ଷ ଲୁଟ ଟଙ୍କା ଗଣୁଥିବାର ଏକ ଗୋପନ ଭିଡିଓ ପୋଲିସ ହାତରେ ଲାଗିବା ପରେ ପୂରା ପୋଲ ଖୋଲିଥିଲା।
#Cuttack#CuttackPolice#JewelleryRobbery#GoldHeist#CrimeNews#PoliceInvestigation#CashRecovery#OdishaNews#OdishaTV#OTV

The Commissionerate Police have made significant progress in two major robbery cases in Cuttack. In the daylight jewellery shop robbery at Bania Sahi, Mangalabag, police arrested accused Hasnan Ali, who allegedly posed as a customer before fleeing with gold ornaments. The stolen jewellery has been recovered.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।