₹24 lakh fraud with fake gold in 6 banks, Ganjam exposed

#ନକଲି_ସୁନା_ବନ୍ଧା_ପକାଇ_ମାଲାମାଲ୍_ଠକ ନକଲି ସୁନା ଦେଇ ୬ଟି ବ୍ୟାଙ୍କରୁ ୨୪ ଲକ୍ଷ ଠକେଇ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ପୋଲିସ। ଅଭିଯୁକ୍ତଙ୍କଠାରୁ ନକଲି ସୁନା ଚୁଡି, କାନଫୁଲ ଏବଂ ତରଳା ଯାଇଥିବା ରୂପା ଜବତ

28 August 2025 08:25 PM IST

#ନକଲି_ସୁନା_ବନ୍ଧା_ପକାଇ_ମାଲାମାଲ୍_ଠକ ନକଲି ସୁନା ଦେଇ ୬ଟି ବ୍ୟାଙ୍କରୁ ୨୪ ଲକ୍ଷ ଠକେଇ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ପୋଲିସ। ଅଭିଯୁକ୍ତଙ୍କଠାରୁ ନକଲି ସୁନା ଚୁଡି, କାନଫୁଲ ଏବଂ ତରଳା ଯାଇଥିବା ରୂପା ଜବତ

Disclaimer: This content has been automatically aggregated from televison for informational purposes. To read the original article, please visit televison.