୨୨.୬ ସୋମବାର

ମେଷ _ ବ୍ୟବସାୟରେ ଉନ୍ନତି, ଶୁଭଖବର, ଦ୍ରବ୍ୟପ୍ରାପ୍ତି, ବନ୍ଧୁଲାଭ, ସମ୍ପତ୍ତି ଲାଭ, ସନ୍ତାନ ସୁଖ, ଦାମ୍ପତ୍ୟ ସୁଖ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭ ରଙ୍ଗ- ଧଳା ସଂଖ୍ୟା- ୧୨ ଆରାଧନା- ମା ଭଗବତୀ ।
ବୃଷ _ କାର୍ଯ୍ୟ ଅସନ୍ତୋଷ, ବିଶିଷ୍ଠ ବ୍ୟକ୍ତିଙ୍କୁ ସହଯୋଗ, ଶାରୀରିକ ସୁସ୍ଥ, ବ୍ୟବସାୟରେ ସ୍ୱଳ୍ପ ଲାଭ ଦୂର ଯାତ୍ରା, ମନସ୍ତାପ, ବନ୍ଧୁ ସହାୟତା, ଗୃହେ ଅଶାନ୍ତି, ସମ୍ପତ୍ତି ବିବାଦ, ବିଦ୍ୟାରେ ଅସଫଳ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ସବୁଜ ସଂଖ୍ୟା- ୮ ଆରାଧନା- ମହାଲକ୍ଷ୍ମୀ
ମିଥୁନ _ ଯାତ୍ରା ରେ ସଫଳ, ଦେବକାର୍ଯ୍ୟରେ ଆଗ୍ରହ, ଲୋକ ସମ୍ପର୍କ ବୃଦ୍ଧି, କର୍ମକ୍ଷେତ୍ରେ ଶାନ୍ତି, ବନ୍ଧୁ ସମସ୍ୟା, ଉଚ୍ଚ ଆଶା ଲାଭ, ମାନସିକ ଶାନ୍ତି, ଅର୍ଥଲାଭ, ଦ୍ରବ୍ୟପ୍ରାପ୍ତି, ସୁସମାଚାର, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ପିଙ୍କ୍ ସଂଖ୍ୟା -୭ ଆରାଧନା- ପ୍ରଭୁ ଗଣେଶ
କର୍କଟ _ ବନ୍ଧୁ ମିଳନ, ସମ୍ପତ୍ତି ଲାଭ, ନୂତନ କାର୍ଯ୍ୟ ଖୁସି, ଗୃହୋତ୍ସବ, ବ୍ୟବସାୟିକ ଖୁସି, ଶାରୀରିକ ସୁସ୍ଥ, ବିବାଦ ସମାଧାନ, କର୍ମକ୍ଷେତ୍ରେ ଅଶାନ୍ତି, ଶୁଭଖବର, ସନ୍ତାନ ଲାଭ, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ଧଳା ସଂଖ୍ୟା- ୯ ଆରାଧନା- ପ୍ରଭୁ ହନୁମାନ
ସିଂହ _ ବନ୍ଧୁ ସହାୟତା, କର୍ମେ ସଫଳ, କର୍ମେ ବିବାଦ, ପଦବୀ ସମସ୍ୟା, ସ୍ୱାସ୍ଥ୍ୟ ଲାଭ, ଅର୍ଥ ଲାଭ, ଗୃହେ ଶୁଭ ଆଲୋଚନା, ସୃଜନ ବେଳେ, ବ୍ୟବସାୟିକ କଷ୍ଟ, ଦାମ୍ପତ୍ୟ କଳହ, ସନ୍ତାନ ସମସ୍ୟା, ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ହଳଦିଆ ସଂଖ୍ୟା- ୬ ଆରାଧନା- ମା ବିମଳା
କନ୍ୟା _ ଶାରୀରିକ ଅସୁସ୍ଥ, କାର୍ଯ୍ୟେ ବିଳମ୍ବ, ଅର୍ଥ ସମସ୍ୟା, ପାରିବାରିକ ସହଯୋଗ, ବ୍ୟବସାୟରେ ସ୍ବଳ୍ପ ଲାଭ, ପୁରାତନ ବିବାଦ, ଦାମ୍ପତ୍ୟ ସୁଖ, ସମ୍ପତ୍ତି ସୁଖ, ବିଦ୍ୟାରେ ସଫଳ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ଗୋଲାପି ସଂଖ୍ୟା - ୩ ଆରାଧନା- ମା ବଗଳାମୁଖୀ ।
ତୁଳା _ ମାନସିକ ଶାନ୍ତି, ବନ୍ଧୁ ସହାୟତା, ଅର୍ଥଲାଭ, ଶୁଭ ସମାଚାର, ଲୋକ ସମ୍ପର୍କରେ ବାଧା, ଆଶା ସଫଳ, ଗୃହେ ଶୁଭଆଲୋଚନା, ଶାରୀରିକ ସୁସ୍ଥ, ସନ୍ତାନ ଖୁସି, ଗୃହେ ସହଯୋଗ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ଧଳା ସଂଖ୍ୟା- ୧୦ ଆରାଧନା- ଶଙ୍କର ଭଗବାନ ।
ବିଛା _ ସ୍ୱାସ୍ଥ୍ୟରେ ଉନ୍ନତି, ସୁ ସମ୍ପର୍କ, ସମ୍ପତ୍ତି ଲାଭ, ଶୁଭଖବର, କାର୍ଯ୍ୟ ବ୍ୟସ୍ଥତା, ଗୃହୋତ୍ସବ, ଅର୍ଥ ଲାଭ, ବିବାଦ ସମାଧାନ, ବନ୍ଧୁ ସହଯୋଗ, ସମ୍ମାନପ୍ରାପ୍ତି, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ହଳଦୀ, ସଂଖ୍ୟା- ୯ ଆରାଧନା- ପ୍ରଭୁ ଜଗନ୍ନାଥ
ଧନୁ _ ସମ୍ମାନ ବୃଦ୍ଧି, ବ୍ୟବସାୟରେ ଲାଭ, କର୍ମେ ଆନନ୍ଦ, ଶାରୀରିକ କଷ୍ଟ, ଶୁଭ କାର୍ଯ୍ୟେ ବିଳମ୍ବ, ସହକର୍ମୀଙ୍କ ସହ ମତଭେଦ, ପୁରାତନ କାର୍ଯ୍ୟରେ ଆସକ୍ତ, ଦାମ୍ପତ୍ୟ ସୁଖ, ଗୃହେ ସହଯୋଗ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ଗୋଲାପି ସଂଖ୍ୟା - ୮ ଆରାଧନା- ମା ଦକ୍ଷିଣକାଳୀ
ମକର _ ରାଜଦଣ୍ଡ ଭୟ, ଶତ୍ରୁ ସମସ୍ୟା, ଆଶାରେ ବାଧା, ଲୋକ ସମ୍ପର୍କ ବୃଦ୍ଧି, ଦ୍ରବ୍ୟ ନଷ୍ଟ, ବ୍ୟକ୍ତି ସହାୟତା, ବନ୍ଧୁ ଲାଭ, ଗୃହେ ମନାନ୍ତର, ଶରୀର ସୁସ୍ଥ, ଦୂର ଯାତ୍ରା, କିଛି କାର୍ଯ୍ୟ ବିବାଦ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- କଳା ସଂଖ୍ୟା- ୬ ଆରାଧନା- ମା କାଳୀ
କୁମ୍ଭ _ କାର୍ଯ୍ୟ ସଫଳ, ଅର୍ଥ ଲାଭ, ଦାମ୍ପତ୍ୟ ସୁଖ, ବନ୍ଧୁ ସହାୟତା, ଦୂର ଯାତ୍ରାରେ ସତର୍କ, ସମ୍ପତ୍ତି ବିପଦ, ସନ୍ତାନ ସମସ୍ୟା, ଶୁଭଖବର, ସ୍ୱାସ୍ଥ୍ୟ ଲାଭ, ଧର୍ମ କାର୍ଯ୍ୟ ଆନନ୍ଦ, ପୂର୍ବାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ବାଇଗଣୀ ସଂଖ୍ୟା- ୮ ଆରାଧନା- ପ୍ରଭୁ ରାଧାବଲ୍ଲଭ ସରକାର
ମୀନ _ ଶୁଭ ଖବର, ବ୍ୟବସାୟରେ ସ୍ବଳ୍ପଲାଭ, ଦ୍ରବ୍ୟ ପ୍ରାପ୍ତି, ସମ୍ମାନ ପ୍ରାପ୍ତି, ବାକି କାର୍ଯ୍ୟ ହାର, ସମ୍ପତ୍ତି ଲାଭ, ବିବାଦ ସମାଧାନ, ଉଚ୍ଚ ଆଶାରେ ବିଫଳ, ସନ୍ତାନ ସମସ୍ୟା, ଅର୍ଥ ଲାଭ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ ଶୁଭରଙ୍ଗ- ଧଳା ସଂଖ୍ୟା- ୧୧ ଆରାଧନା- ମା ଲକ୍ଷ୍ମୀ