୨୧.୬.୨୦୨୬, ରବିବାର

Jun 21, 2026 - 20:37
୨୧.୬.୨୦୨୬, ରବିବାର

 

ମେଷ: ସୁସମାଚାର, ନୂତନ କାର୍ଯ୍ୟ ଅାରମ୍ଭ, ବନ୍ଧୁଲାଭ, ବ୍ୟବସାୟରେ ଲାଭ, ସୁମିଷ୍ଠ ଭୋଜନ, ସମ୍ମାନଲାଭ, ଶତ୍ରୁସମସ୍ୟା, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ମାଭଗବତୀ

ବୃଷ: କର୍ମକ୍ଷେତ୍ରେ ପରିଶ୍ରମ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରଯାତ୍ରା, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁସମସ୍ୟା, ମାନସିକ ଅବସାଦ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ମିଥୁନ:ରାଜଦଣ୍ଡ, ସମ୍ମାନହାନି, ଅର୍ଥସଙ୍କଟ, ବ୍ୟବସାୟରେ ଶତ୍ରୁତା, ପାରିବାରିକ ସହାୟତା, ଶରୀର ସୁସ୍ଥ, ଶତ୍ରୁସମସ୍ୟା, ସମ୍ପତ୍ତିବିବାଦ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

କର୍କଟ: ପରାକ୍ରମ ବୃଦ୍ଧି, ସମ୍ପତ୍ତିଲାଭ, ସମ୍ମାନପ୍ରାପ୍ତି, ଦୂରଯାତ୍ରା ସଫଳ, ଗାଡ଼ିଚାଳନାରେ ସତର୍କ, ବନ୍ଧୁଲାଭ, ସନ୍ତାନସୁଖ, ବ୍ୟବସାୟରେ ଉନ୍ନତି, ଅଳ୍ପ ଶରୀରକଷ୍ଟ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-,  ଆରାଧନା-କୁବେର ଭଗବାନ

ସିଂହ: କାର୍ଯ୍ୟରେ ବିଳମ୍ବ, ଶତ୍ରୁସମସ୍ୟା, ଅର୍ଥଲାଭ, ଲୋକସମ୍ପର୍କରେ ଉନ୍ନତି, ଅନୁଷ୍ଠାନରୁ ଲାଭ, ସମ୍ମାନଲାଭ, ପାରିବାରିକ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ବିଦ୍ୟାରେ ସଫଳତା, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

କନ୍ୟା: ସମ୍ମାନଲାଭ, ପାରିବାରିକ ସହଯୋଗ, ବ୍ୟବସାୟରେ ଲାଭ, ନୂତନ ନିଯୁକ୍ତି, ଉଚ୍ଚପଦବୀ ପ୍ରାପ୍ତି, ଶତ୍ରୁ ପରାଜିତ, ଶୁଭଖବର, ଅନୁଷ୍ଠାନରୁ ଲାଭ, ଲୋକସମ୍ପର୍କରେ ଉନ୍ନତି,  ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ଗ୍ରାମଦେବତୀ

ତୁଳା: ମନସ୍ତାପ, ବ୍ୟବସାୟରେ ବାଧା, ସମ୍ପର୍କରେ ବାଧା, ଶତ୍ରୁବୃଦ୍ଧି, ପାରିବାରିକ ଖୁସି, ଭୂସମ୍ପତ୍ତିଲାଭ, ଯାତ୍ରାରେ ସତର୍କ, ସନ୍ତାନଚିନ୍ତା, ଦ୍ରବ୍ୟଲାଭ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-,  ଆରାଧନା-ଶଙ୍କର ଭଗବାନ

ବିଛା: କର୍ମକ୍ଷେତ୍ରେ ସଫଳ, ଅାଶାପୂର୍ତ୍ତି, ଲୋକସମ୍ପର୍କରେ ଉନ୍ନତି, ଦୂରଯାତ୍ରା, ସମ୍ପତ୍ତିଲାଭ,ଅର୍ଥଲାଭ, ପାରିବାରିକ ସମସ୍ୟା, ନୂତନ ନିଯୁକ୍ତି, ବନ୍ଧୁଲାଭ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ବିଷ୍ଣୁ ଭଗବାନ

ଧନୁ: ଖୁସିଖବର, ବ୍ୟବସାୟରେ ଲାଭ, ଅର୍ଥପ୍ରାପ୍ତି, ଦୂରଯାତ୍ରା, ଆଶା ସଫଳ, ବିଦ୍ୟାରେ ସଫଳତା, ବିଶିଷ୍ଠ ବ୍ୟକ୍ତିଙ୍କ ସହ ଶତ୍ରୁତା, ପୁରାତନ ମାମଲା ସମାଧାନ, ଶରୀର ସୁସ୍ଥ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

ମକର: ସମ୍ପର୍କହାନି, ବ୍ୟବସାୟରେ ସ୍ବଳ୍ପଲାଭ, ଦୂରଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି, ଶତ୍ରୁସମ୍ୟା, ଅର୍ଥସମସ୍ୟା, ପାରିବାରିକ ଶତ୍ରୁତା, ବନ୍ଧୁସାହାଯ୍ୟ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-, ଆରାଧନା-ମାକୋଚିଲାଇ

କୁମ୍ଭ: ଶରୀର ସୁସ୍ଥ, ଦ୍ରବ୍ୟଲାଭ, ଅର୍ଥଚିନ୍ତା, ମାନସିକ ଶାନ୍ତି, ଶତ୍ରୁସମସ୍ୟା, ବିଦ୍ୟାରେ ସଫଳ, ବ୍ୟବସାୟରେ ସ୍ବଳ୍ପ ଲାଭ, କର୍ମକ୍ଷେତ୍ରେ ପରିଶ୍ରମ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗେଣି, ସଂଖ୍ୟା-,  ଆରାଧନା-ମାଦକ୍ଷିଣକାଳୀ

ମୀନ: ବନ୍ଧୁଲାଭ, ବିଶିଷ୍ଠ କାର୍ଯ୍ୟରେ ଧନବ୍ୟୟ, ବିବାଦ ସମାଧାନ, ଦୂରଯାତ୍ରା ସଫଳ, ଅର୍ଥଲାଭ, ନୂତନ କାର୍ଯ୍ୟରେ ସନ୍ତୁଷ୍ଟ, ବାଣିଜ୍ୟରେ ଲାଭ, ଉଚ୍ଚଆଶା ସଫଳ, ଦାମ୍ପତ୍ୟ ଖୁସି, ଉତ୍ତରାଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ମାଗୌରୀ