ସାବଧାନ୍ ! ସଞ୍ଜ ମାଡି ଆସିଲେ ଘରେ ପଶି ଯାୁଉଛନ୍ତି ପଲପଲ ବିଲୁଆ , ଡରରେ ଠେଙ୍ଗା ଧରି ବୁଲୁଛନ୍ତି ଲୋକେ

ସଞ୍ଜ ନଇଁଲେ ଗାଁର ଲୋକମାନେ ହାତରେ ବାଡ଼ି ଟର୍ଚ୍ଚ ଧରି ପଇଁତରା ମାରୁଛନ୍ତି, ପାଗଳ ବିଲୁଆ ଚିନ୍ତା ଘାରିଲାଣି ଲୋକଙ୍କୁ, ସଞ୍ଜ ନଇଁଲେ ପଲ ପଲ ବିଲୁଆ କରୁଛନ୍ତି କାରନାମା, ଯିଏ ହାବୁଡେ ପଡିଲେ ସିଏ ଘାଇଲା ହେଲେ,ଗୁହାଳେ ବନ୍ଧା ଯାଇଥିବା ଗୃହପାଳ

22 August 2025 04:10 PM IST

ସଞ୍ଜ ନଇଁଲେ ଗାଁର ଲୋକମାନେ ହାତରେ ବାଡ଼ି ଟର୍ଚ୍ଚ ଧରି ପଇଁତରା ମାରୁଛନ୍ତି, ପାଗଳ ବିଲୁଆ ଚିନ୍ତା ଘାରିଲାଣି ଲୋକଙ୍କୁ, ସଞ୍ଜ ନଇଁଲେ ପଲ ପଲ ବିଲୁଆ କରୁଛନ୍ତି କାରନାମା, ଯିଏ ହାବୁଡେ ପଡିଲେ ସିଏ ଘାଇଲା ହେଲେ,ଗୁହାଳେ ବନ୍ଧା ଯାଇଥିବା ଗୃହପାଳ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.