ସାପ କାମୁଡ଼ାରେ ଗୁରୁତର ମହିଳାଙ୍କୁ ୮ କିଲୋମିଟର କାନ୍ଧରେ ବୋହିଲେ ପରିବାର ଲୋକେ
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ତର୍ଲଙ୍ଗି ଗ୍ରାମର ଡୁମେରପଡ଼ା ଅଞ୍ଚଳର ମହିଳାଙ୍କୁ ବିଳମ୍ବିତ ରାତିରେ ଏକ ସାପ କାମୁଡ଼ିଲା । ହେଲେ ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ପହଁଚି ପାରିଲାନି ଆମ୍ବୁଲାନ୍ସ ।

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home