ରାତି ଅଧରେ ଜାଲରେ ପଶିଲା ଭୟଙ୍କର ଜନ୍ତୁ, ଖାଲି ସଁ ସଁ ଗର୍ଜନ କଲା...ଡରରେ ଥରିଲେ ଗାଁ ଲୋକେ
ଉଦଳା ବନାଞ୍ଚଳ ଦୁଗୁଧା ଗ୍ରାମରୁ ଉଦ୍ଧାର କରିଲେ ସାପ ଉଦ୍ଧାରକାରୀ ଦଳ। ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଜାଲରେ ଏକ ଅଜଗର ଛନ୍ଦି ହୋଇ ରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସାପ ଉଦ୍ଧାରକାରି ଦଳ କୁ ଖବର ଦେବା ପରେ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home