ମଝି ରାସ୍ତାରେ ଜାଗା ବସିଥିଲା ଯମ, କାର ସାରା ଖାଲି ର-କ୍ତ, ଅଳ୍ପକେ ବଞ୍ଚିଗଲେ କାରରେ ବସିଥିବା ୫ ଜଣ ଭେଣ୍ଡିଆ ଟୋକା

ଆଖି ଆଗରେ ୫ ସାଙ୍ଗ ଦେଖିଥିଲେ ମୃ-ତ୍ୟୁର ସେ କରାଳ ରୂପକୁ | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦାମୀ କାର ଯେମିତି ମଝିରୁ ଦୁଇଫାଳ ହେଇ ଗଲା ପରି ଲାଗୁଥିଲା | ଆଉ ଭିତରେ ଥିବା ଲୋକମାନେ ବଂଚି ଯାଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁନଥିଲେ |

07 August 2025 07:50 PM IST

ଆଖି ଆଗରେ ୫ ସାଙ୍ଗ ଦେଖିଥିଲେ ମୃ-ତ୍ୟୁର ସେ କରାଳ ରୂପକୁ | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦାମୀ କାର ଯେମିତି ମଝିରୁ ଦୁଇଫାଳ ହେଇ ଗଲା ପରି ଲାଗୁଥିଲା | ଆଉ ଭିତରେ ଥିବା ଲୋକମାନେ ବଂଚି ଯାଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁନଥିଲେ |

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.