ବନ୍ୟା ଦେଖିବା ନାଁ ରେ ସାଇକେଲରେ ଆସି, ମୋବାଇଲ,ବ୍ୟାଗ ଓ ଫିନାଇଲ ବୋତଲ ରଖି ମହାନଦୀକୁ ଡେଇଁଲେ ଯୁବତୀ,

#ମହାନଦୀକୁ_ଡେଇଁଲେ_ଯୁବତୀ ସକାଳୁ ସକାଳୁ ମହାନଦୀକୁ ଡେଇଁଲେ ଯୁବତୀ | ପୋଲ ଉପରେ ପଡିଛି ଫିନାଇଲ ବୋତଲ | ବ୍ୟାଗ ସହ ମୋବାଇଲ ଟିଏ ମଧ୍ୟ ରଖା ହୋଇଛି ପୋଲ ଦାଢ଼ରେ | ହଠାତ ସାଇକେଲ ରେ ଆସି, ସାଇକେଲ ରଖି ସୁ ସୁ ଗର୍ଜନ କରୁଥିବା ମହାନଦୀକୁ ଡେଇଁ

24 August 2025 09:20 AM IST

#ମହାନଦୀକୁ_ଡେଇଁଲେ_ଯୁବତୀ ସକାଳୁ ସକାଳୁ ମହାନଦୀକୁ ଡେଇଁଲେ ଯୁବତୀ | ପୋଲ ଉପରେ ପଡିଛି ଫିନାଇଲ ବୋତଲ | ବ୍ୟାଗ ସହ ମୋବାଇଲ ଟିଏ ମଧ୍ୟ ରଖା ହୋଇଛି ପୋଲ ଦାଢ଼ରେ | ହଠାତ ସାଇକେଲ ରେ ଆସି, ସାଇକେଲ ରଖି ସୁ ସୁ ଗର୍ଜନ କରୁଥିବା ମହାନଦୀକୁ ଡେଇଁ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.