ପୂର୍ବ ସରକାର ଆଗରପଡାକୁ ଏନଏସି ଘୋଷଣା କରିଥିବା ବେଳେ ଚଳିତ ସରକାର ଭୁଲିଗଲେ।agarpada NAC protest, bhadrak
ପୂର୍ବ ସରକାର ଆଗରପଡାକୁ ଏନଏସି ଘୋଷଣା କରିଥିବା ବେଳେ ଚଳିତ ସରକାର ଭୁଲିଗଲେ। ଭଦ୍ରକ ଜିଲ୍ଲାରେ ଆଗରପଡାକୁ ଏନଏସି ମାନ୍ୟତା ଦାବୀରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଆଗରପଡା ବନ୍ଦ ପାଳନ କରାଯାଉଛି। ଆଠ ଘଣ୍ଟା ପାଇଁ ଏହି ବନ୍ଦ ପାଳନ କରାଯାଉଛି।
ପୂର୍ବ ସରକାର ଆଗରପଡାକୁ ଏନଏସି ଘୋଷଣା କରିଥିବା ବେଳେ ଚଳିତ ସରକାର ଭୁଲିଗଲେ। ଭଦ୍ରକ ଜିଲ୍ଲାରେ ଆଗରପଡାକୁ ଏନଏସି ମାନ୍ୟତା ଦାବୀରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଆଗରପଡା ବନ୍ଦ ପାଳନ କରାଯାଉଛି। ଆଠ ଘଣ୍ଟା ପାଇଁ ଏହି ବନ୍ଦ ପାଳନ କରାଯାଉଛି।
Disclaimer: This content has been automatically aggregated from ପ୍ରତିଦିନ ଟିଭି for informational purposes. To read the original article, please visit ପ୍ରତିଦିନ ଟିଭି.
Home