ପାରାଦୀପ ବନ୍ଦରରେ ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର।

ପାରାଦୀପ ବନ୍ଦରରେ ଘଟିଛି ଅଘଟଣ। ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଏହି ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଖୋଜ କ୍ରିଉ ମେ

05 September 2025 12:00 PM IST
ପାରାଦୀପ ବନ୍ଦରରେ ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର।

ପାରାଦୀପ ବନ୍ଦରରେ ଘଟିଛି ଅଘଟଣ। ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଏହି ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଖୋଜ କ୍ରିଉ ମେମ୍ବର ଚୀନର ନାଗରିକ ବୋଲି ସୂଚନା ମିଳିଛି।

ପାରାଦୀପ ବନ୍ଦରରେ ଘଟିଛି ଅଘଟଣ। ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଏହି ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଖୋଜ କ୍ରିଉ ମେମ୍ବର ଚୀନର ନାଗରିକ ବୋଲି ସୂଚନା ମିଳିଛି। CISF ଦ୍ୱାରା ନିଖୋଜ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଥିବା ଜାହାଜ MV ଲକି ଡ୍ରାଗନରୁ ମାଲ ଖଲାସ ହେବା ପରେ କ୍ରିଉ ମେମ୍ବର ପାଇଲଟ୍ ଲ୍ୟାଡର ପକାଉଥିଲେ। ସେତିକିବେଳେ ସେ ପାଣି ଭିତରକୁ ଛିଟିକି ପଡ଼ିଥିବା ନେଇ ସୂଚନା ରହିଛି।  ଅନ୍ୟପଟେ ତାଙ୍କୁ ଉଦ୍ଧାର କରିବା ପାଇଁ ବାଂଲାଦେଶର ଜଣେ କ୍ରିଉ ମେମ୍ବର ବି ପାଣିକୁ ଡେଇଁଥିବା କୁହାଯାଉଛି। ମାତ୍ର ସେ ହାଲିଆ ହୋଇ ପଡ଼ିବାରୁ ତାଙ୍କୁ ଉଦ୍ଧାର କରାଯାଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.