ଧସିଗଲା ବିରାଟ ବଡ଼ ନଦୀ ବନ୍ଧ..ଏବେ ଉଠି ଆସିବ ସମୁଦ୍ର..ଖେଳିଗଲା ଲୋକଙ୍କ ଭିତରେ ଆତଙ୍କ

୬୦ ଫୁଟର ନଦୀ ବନ୍ଧ ଧସିଲା ଯାଜପୁର ଜିଲ୍ଲା ବିଞ୍ଝାରପୁର ଜଳ ସମ୍ପଦ ବିଭାଗ ଅଧୀନ ଜରୀ ପଞ୍ଚାୟତ ସେଠି ସାହି ଖରସ୍ରୋତା ନଦୀ ବନ୍ଧରେ | ଧସିଲା ପରେ ଏବେ ନଦୀ କୁଳିଆ ଲୋକେ ଭୟରେ | ଘଟଣା ସ୍ଥଳରେ ଜଳ ସମ୍ପଦ ବିଭାଗ ପଂହଁଚି ସ୍ଥିତି ଅନୁଧ୍ୟାନ କର

09 August 2025 10:50 AM IST

୬୦ ଫୁଟର ନଦୀ ବନ୍ଧ ଧସିଲା ଯାଜପୁର ଜିଲ୍ଲା ବିଞ୍ଝାରପୁର ଜଳ ସମ୍ପଦ ବିଭାଗ ଅଧୀନ ଜରୀ ପଞ୍ଚାୟତ ସେଠି ସାହି ଖରସ୍ରୋତା ନଦୀ ବନ୍ଧରେ | ଧସିଲା ପରେ ଏବେ ନଦୀ କୁଳିଆ ଲୋକେ ଭୟରେ | ଘଟଣା ସ୍ଥଳରେ ଜଳ ସମ୍ପଦ ବିଭାଗ ପଂହଁଚି ସ୍ଥିତି ଅନୁଧ୍ୟାନ କର

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.